ଖଲ୍ଲିକୋଟ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା…
ଖଲ୍ଲିକୋଟ ପରେ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ଫୁଟିଛି ଗୁଳି । ପୋଲସରା ତୋଟାସାହିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯୁବକଙ୍କ ବେକରେ ବାଜିଛି ଗୁଳି । ତାଙ୍କ ନାଁ ଗଣେଶ ଖଟେଇ । ଗୁଳିମାଡରେ ଶିକାର ଗଣେଶଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଖଲ୍ଲିକୋଟ୍ ହିଂସାକାଣ୍ଡକୁ କେଇ ଘଣ୍ଟା ବିତିନଥିବା ବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ […]