ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ନୁହେଁ ଏଣିକି କେବଳ ମାଟି ମୂର୍ତ୍ତିରେ ଦିଅଁ…
ଗଜପତି : କୌଳିକ ବୃତ୍ତିକୁ ଫେରି ପାଇ ଖୁସିରେ ମୂର୍ତ୍ତି କାରିଗର । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ ରୋକ ଲାଗିଛି । ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଛି ଗଣେଶ ପୂଜା । ପାରଳାଖେମୁଣ୍ଡି ସହର ସହ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟର ପ୍ୟାରିସରେ ତିଆରି ଗଣେଶ ମୂର୍ତ୍ତି ଦେଖିବାକୁ ସୁନ୍ଦର ଲାଗୁଥିବା ବେଳେ ମାଟି ମୂର୍ତ୍ତି ଅପେକ୍ଷା କମ୍ […]