ଓଡିଶା କଳା ସଂସ୍କୃତି

୫୧ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଘ୍ନବିନାୟକଙ୍କ ନିକଟରେ ଭୋଗ ଲାଗିବ ୫୧ କେଜିର ଲଡୁ…

ଭୁବନେଶ୍ବର : ଆଉ ଦିନ କେଇଟା ପରେ ପୂଜା ପାଇବେ ଗଜାନନ । ଚଳିତଥର ନୟାପଲ୍ଲୀ ନୂଆସାହିରେ ଗଣେଶ ମହୋତ୍ସବକୁ ଧୁମଧାମର ସହିତ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଭକ୍ତଙ୍କ ଗହଣରେ ପୂଜା ପାଇବେ ୫୧ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଘ୍ନବିନାୟକ । ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ଆନୁକୂଲ୍ୟରେ ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜା ମହାଡମ୍ବରରେ ପାଳିତ ହେବ । ଓଡିଶା […]