ଓଡିଶା କଳା ସଂସ୍କୃତି

ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି ସିଂଘ କାମ…

ଗଜପତି, ୨୮/୦୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସିଂଘକାମ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ସିଂଘ କାରିଗର ମାନେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେଲା ତାଙ୍କର ଏହି କୌଳିକ ବୃତ୍ତି ସିଂଘ କାମକୁ ବଞ୍ଚାଇ ରଖିଛନ୍ତି । ମାଛ, ବଗ, ଚଢେଇ, ପାନିଆ, ଚିଙ୍ଗୁଡ଼ି, ମୟୁର, ଜଗନ୍ନାଥ, ଡଙ୍ଗା, ହାତୀ ଏହି ଭଳି ବିଭିନ୍ କାରୁକାର୍ଯ୍ୟ ନିଖୁଣ ଭାବେ ସିଂଘରେ ତିଆରି କରୁଛନ୍ତି । ପର୍ଯ୍ୟଟକ […]

ଓଡିଶା

ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ…

ଗଜପତି, ୩୧/୦୫ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଳାପାଳଙ୍କ ସମ୍ମିଳନୀ ଓସ୍ୱାନ ହଲଠାରେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଦିନ ଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ଏଣୁ ସମସ୍ତ ଜନ ସାଧାରଣଙ୍କୁ ସତର୍କ ରହିବା ସହିତ ଗ୍ରୀଷ୍ମ ପ୍ରଭାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ […]