ଓଡିଶା

ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ପଦବୀ ପୂରଣ ହେବ କେବେ ?

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ଅଧିକାରୀ ପଦବୀ କେବେ ପୂରଣ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ । ଦୀର୍ଘ ବର୍ଷ ହେବ ଗଜପତିରେ ଏହି ପଦବୀ ପୂରଣ ହୋଇ ପାରୁନାହିଁ । ଗଜପତିରେ ପର୍ଯ୍ୟଟକଙ୍କ ଲାଗି ସୂଚନା ଦେବା ସହ ପର୍ଯ୍ୟଟନର ବିକାଶ ପାଇଁ ସ୍ଥାୟୀ ଅଧିକାରୀ ରହିବା କଥା । କିନ୍ତୁ ବିଡମ୍ବନାର ବିଷୟ ତାହା ଏଯାବତ୍ ପୂରଣ ହେଉ ନାହିଁ । ଯାହା ଫଳରେ ପର୍ଯ୍ୟଟନ ବିକାସରେ […]