ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ…
ଗଜପତି, ୨୬/୧୨ (ବିବେକାନନ୍ଦ ବେହେରା) : ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଗ୍ରହଣ ସହିତ ଶିକ୍ଷା ଆନୁସାଙ୍ଗିକ ଗୀତ, ନୃତ୍ୟ,ସଙ୍ଗୀତ, ଅଭିନୟ, ତର୍କ, ଭାଷଣ, ଚିତ୍ର, କୁଇଜ୍,ମାନବସେବା,ସମାଜ ଗଠନ ଦିଗରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜକୁ ନିୟୋଜିତ କରିବା ପାଇଁ ସଦାସର୍ବଦା ଉଜ୍ଜୀବିତ ରହିବା ଆବଶ୍ୟକ ବୋଲି ଅତିଥି ଗଣ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି […]