ଗଜପତି ଜିଲ୍ଲା କୋର୍ଟ ପକ୍ଷରୁ ମାଗଣା ରକ୍ତ ପରୀକ୍ଷା ଶିବିର ଆୟୋଜିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଜିଲ୍ଲା କୋର୍ଟରେ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଗଜପତି ଜିଲ୍ଲା ନ୍ୟାୟଳୟ ଓ ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଓକିଲ ଓ କୋର୍ଟ କର୍ମଚାରୀ […]