ଦେଶ ବିଦେଶ

ଗଗନଯାନର ସଫଳତା ପୂର୍ବର ପରୀକ୍ଷଣ ଶେଷ…

ବ୍ୟୁରୋ ରିପୋର୍ଟ : ଆଜି ପୁଣି ଥରେ ଇତିହାସ ରଚିଛି ଇସ୍ରୋ । ସକାଳେ ପ୍ରତିକୂଳ ପାଗ ଏବଂ ବୈଷୟିକ ତ୍ରୁଟି ସତ୍ତ୍ବେ ଗଗନଯାନକୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ ହୋଇଛି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରିଉ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ […]