ଓଡିଶା

ଜିତିଲେ ବିଜେଡି ପ୍ରାର୍ଥୀନୀ ଦେବସ୍ମିତା ଶତପଥି…

କନ୍ଧମାଳ, ୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ମୁନିସିପାଲିଟି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଦେବସ୍ମିତା ଶତପଥି । ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେବସ୍ମିତା ଶତପଥିଙ୍କୁ ଉପନିର୍ବାଚନ ଏନ୍ଏସି ଅଧ୍ୟକ୍ଷା ଭାବେ ନିଯୁକ୍ତି ହେବାପାଇଁ ଟିକେଟ୍ ପ୍ରଦାନ କରିବା ପରେ ଶ୍ରୀମତୀ ଶତପଥିଙ୍କର ପ୍ରଚାର ପ୍ରସାରରେ ସହଯୋଗ କରିଥିଲେ ବହୁ ବରିଷ୍ଠ ବିଜେଡି ନେତା ଏ କର୍ମୀ । ଏହି ଅବସରରେ ନବ ନିର୍ବାଚିତ ଜି ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଘରକୁ […]