ଦେବସ୍ମିତାଙ୍କ ପାଇଁ ପ୍ରଚାର କଲେ ସାଂସଦ ଅଚ୍ୟୁତ ସାମନ୍ତ
କନ୍ଧମାଳ, ୨୭/୧୧ (ନି.ପ୍ର.) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ମୁନିସିପାଲିଟି ଉପନିର୍ବାଚନ ଅଧ୍ୟକ୍ଷା ପଦ ଦୌଡରେ ସାମିଲ ହୋଇଛନ୍ତି ବିଜେଡିରୁ ପ୍ରାର୍ଥୀନି ଦେବସ୍ମିତା ଶତପଥି । ନିର୍ବାଚନ ପୂର୍ବରୁ ଦେବସ୍ମିତା ଘରକୁ ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତି କରଣ, ମିଶନ ଶକ୍ତି, କାଳିଆ ଯୋଜନା, ସ୍କୁଟି ଯୋଜନା ଭଳି ବିଭିନ୍ନ ଉନ୍ନତି ମୂଳକ ଯୋଜନା ଉପରେ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ଏହି ଅବସରରେ ସ୍ଥାନୀୟ ବିଜେଡି କର୍ମୀ […]