ଘରର ଆସବାବାପତ୍ର କିଣନ୍ତୁ ସୁଲଭ ମୂଲ୍ୟରେ…
ଭୁବନେଶ୍ୱର, ୦୯/୧୨ (ଅଭିଜିତ୍ ସିଂ) : ଭୁବନେଶ୍ୱରରେ ଖୋଲିଲା ଲୋକଙ୍କ ପ୍ରିୟ furniture store Creative homesର ପ୍ରଥମ ଆଉଟଲେଟ୍ । ଏହିଷ୍ଟୋର କଟକ-ପୁରୀ ବାଇପାସ୍ ରୋଡ କେଶୁରାଠାରେ ଖୋଲିଛି । ଏଠାରେ ଘରର ସମସ୍ତ ଉପକରଣ ଏପରିକି ସୋଫାଠାରୁ ଆରମ୍ଭ କରି ଜିଜାଇନର ବେଡ୍ ସିଟ୍ ପର୍ଯ୍ୟନ୍ତ ସମସ୍ତ ଉପକରଣ ଉପଲବ୍ଧ ରହିବ । ଏହି ଉପକରଣର ମୂଲ୍ୟ ମଧ୍ୟ ଅନ୍ୟ ଦୋକାନଠାରୁ କମ ରହବ । ଏ ନେଇ ସୂଚନା ଦେଇଛନ୍ତି ଷ୍ଟୋରର ମୁଖ୍ୟ […]