ଓଡିଶା

ପଞ୍ଚଭୂତରେ ଲୀନ ହେଲେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ

ପଞ୍ଚଭୂତରେ ଲୀନ ହେଲେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପାର୍ଥିବ ଶରୀର । ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କର ୧୦୬ ବର୍ଷ ବୟସରେ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ତାଙ୍କର ପାର୍ଥିବ ଶରୀରକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିଂଢଳ ଗାଁକୁ ଅଣାଯାଇଥିଲା । ସେଠାରେ ସ୍ବର୍ଗତଃ ବିଶ୍ଵନାଥ ଦାସଙ୍କୁ ଗାର୍ଡ […]