“ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର
• ସାମ୍ବାଦିକ ବିରଞ୍ଚି, ପ୍ରଭାତ, ଡ. ଲକ୍ଷ୍ମୀଧର ସମ୍ବର୍ଦ୍ଧିତ• ମହାପ୍ରଭୁ କେବଳ ଶ୍ରୀମନ୍ଦିରରେ ନୁହେଁ ସବୁଠି ଅଛନ୍ତି• ଭକ୍ତି, ସମର୍ପଣ ଈଶ୍ୱରତ୍ୱ ପ୍ରାପ୍ତିର ଏକମାତ୍ର ମାର୍ଗ• ସମାଜର ଉତ୍ଥାନ ପାଇଁ ସାମୁହିକତା ଜରୁରୀପୁରୀ, (ଫ୍ରିଟୁସ୍ପିକ୍) : ଶ୍ରୀ ରାଧାରମଣ ଫାଉଣ୍ଡେସନ ଆନୁକୂଲ୍ୟରେ କଳ୍ପତରୁ ମିଶନ ସହଯୋଗରେ ଶ୍ରୀ ରାଧାରମଣଙ୍କ ୧୭୦ତମ ଜୟନ୍ତୀ ଓ ପରମ ବୈଷ୍ମବୀ କଙ୍କରୀ ପରମେଶ୍ୱରୀ ମାଆଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅବସରରେ “ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଜିଲା ସଂସ୍କୃତି ଭବନ […]