ଓଡିଶା

ହିନ୍ଦୋଳ ଏନ୍ଏସି ରାଜରାସ୍ତାରେ ଗୋରୁ ଗୋଠ…

ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ରାଜରାସ୍ତା ପାଲଟିଛି ଗୋରୁ ଗୋଠ । ହିନ୍ଦୋଳ ଏନ୍ଏସିର ମୁଖ୍ୟ ରାସ୍ତାର ବଜାର, ଛକ, ଗଳି ଏପରିକି ରାସ୍ତା ଉପରେ ଗୃହପାଳିତ ଗାଈଙ୍କ ଗୋଠ ଦେଖିବାକୁ ମିଳୁଛି । ଢେଙ୍କାନାଳ-ଅନୁଗୁଳ-ନରସିଂହପୁରରୁ ହିନ୍ଦୋଳକୁ ସଂଯୋଗ କରୁଛି ଏହି ମୁଖ୍ୟ ରାସ୍ତା । ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଚାରିଚକିଆ, ଦୁଇ ଚକିଆ, […]

ଓଡିଶା

ଚିଲିକାରେ ପକ୍ଷୀ ସୁରକ୍ଷାରେ ଢିଲା, ବଢୁଛି ଅବାଧ ପକ୍ଷୀ ଶିକାର…

ଖୋର୍ଦ୍ଧା, (ଏଫ୍ଟୁଏସ୍) ୧୬/୦୭ : ଖୋର୍ଦ୍ଧା ଜିଲ୍ଲା ଚିଲିକାର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଢିଲା । ଦିନକୁ ଦିନ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ବଢିବାରେ ଲାଗିଛି । ବନ୍ୟପ୍ରାଣୀ ବିଭାଗ ପକ୍ଷୀଙ୍କ ସୁରକ୍ଷା ଦେବା ଏବଂ ପକ୍ଷୀ ଶିକାରରେ କିପରି ରୋକ୍ ଲଗାଯାଇ ପାରିବ ସେ ଦିଗରେ ସକ୍ଷମ ନୁହଁନ୍ତି । ଏପରିକି ପକ୍ଷୀ ଶିକାର ଦିଗରେ ଜନ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଚିଲିକାରେ ଶିକାରୀ ପକ୍ଷୀ ଶିକାର କରିବା ପରେ […]

ଓଡିଶା

ଅପାରଗ ବନବିଭାଗ ପାଇଁ ଅନାଶୟରେ ଜୀବନ ହାରୁଛନ୍ତି ନିରୀହ ମଣିଷ

ହାତୀ ଆକ୍ରମଣରେ ମହିଳାଙ୍କ ଶୋଚନୀୟ ମୃତ୍ୟୁଢେଙ୍କାନାଳ, (ଏଫ୍ଟୁଏସ୍) ୦୮/୦୭ : ଢେଙ୍କାନାଳ ଜିଲ୍ଲାର ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିବା ସହ ନିଜ ଅପାରଗତା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଖ୍ୟାତ । ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା, ଢେଙ୍କାନାଳରେ ଦେହସୁହା ଘଟଣାରେ ପରିଣତ ହୋଇଗଲାଣି । ଖାଲି ଲୋକ ଦେଖାଣିଆ ସମବେଦନା ସାଙ୍ଗକୁ କିଞ୍ଚିତ କ୍ଷତିପୂରଣ ଏହି ଘଟଣାର ସ୍ଥାୟୀ ସମାଧାନ ପାଲଟିଛି । ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ସ୍ଥାନୀୟବାସୀ ମୃତ୍ୟୁବରଣ କରୁଥିଲେ […]

ଓଡିଶା

କୁଲଡିହା ଅଭୟାରଣ୍ୟରେ ଗୁଳିମାଡ଼ : ଦୁଇ ସବୁଜ ବାହିନୀ ଆହତ, ଦୁଇ ଶିକାରୀ ଗିରଫ…

ବାଲେଶ୍ୱର, ୧୯/୩ : କୁଲଡିହା ଅଭୟାରଣ୍ୟରେ ଗୁଳିମାଡ଼ରେ ଦୁଇ ସବୁଜ ବାହିନୀ ଆହତ ଦୁଇ ଶିକାରୀ ଗିରଫ । ନୀଳଗିରି କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଦୁଇ କର୍ମଚାରୀ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ୍ କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୁଲଡିହା ଅଭୟାରଣ୍ୟର ପଂଚଲିଙ୍ଗେଶ୍ୱର ବିଟ ଅଧୀନ ଜଙ୍ଗଲରେ ଶିକାର କରିବାକୁ ଯାଉଥିବାବେଳେ ବନବିଭାଗ ହାବୁଡ଼ରେ ପଡିଯାଇଥିଲେ । ଦେଶୀବନ୍ଧୁକରୁ ଗୁଳି ଫୁଟି ଦୁଇଜଣଙ୍କ ଗୋଡ଼ରେ […]

ଓଡିଶା

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦାବି…

ବେଗୁନିଆପଡା, ୯/୧ (ବାପୁନି କୁମାର ମାଲୁ) : ଅଖିଳ ଭାରତ ଅନୁବନ୍ଧିତ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଆଦିବାସୀ ଗାଁ ମାନଙ୍କରେ ପଲ୍ଲୀ ସଭା କରିବା, ଲୋକଙ୍କୁ ମନରେଗା ଯୋଜନାରେ କାମ ଦେବା. ସମସ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ […]