ଓଡିଶା

ବେଳ ଗଡିଲେ ଗାଁ ମୁହାଁ ହେଉଛନ୍ତି ଭାଲୁ…

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଶୀତ ସରି ସରି ଆସିଲାଣି, ଆଉ ଏବେ ଖାଦ୍ୟ ଅନ୍ୱେଷଣରେ ବେଳ ବୁଡିଲେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଭାଲୁ । ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଗଁପୁର ଏବଂ ଅଙ୍ଗାରୁଆ ଗାଁରେ ସନ୍ଧ୍ୟା ୫ ଟା ସମୟରେ ଗଁପୁର ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ଜଙ୍ଗଲି ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ହୋ ହାଲ୍ଲା କରିବାରୁ ଭାଲୁ ଅଙ୍ଗାରୁଆ ଗାଁ ଆଡକୁ ମୁହାଁଇଥିଲା […]