୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ…
ବୌଦ୍ଧ, ୧୧/୧୨ (ସଚ୍ଚିକାନ୍ତ ସୁନା) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ ଘଂଟାପଡ଼ାସ୍ଥିତ ସମଲେଶ୍ୱରୀ ହାଇସ୍କୁଲର ଆଦର୍ଶ ଖେଳ ପଡ଼ିଆରେ ଚାଲିଥିବା ୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ବୌଦ୍ଧ ଜିଲ୍ଲାର ଟାଟରକେଲାକୁ ହରାଇ ବରଗଡ଼ ଦଳ ଚଳିତବର୍ଷ ଚମ୍ପିଆନ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଟାଟରକେଲା ସହିତ ବରଗଡ଼ଦଳ ମଧ୍ୟରେ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ […]