ଓଡିଶା

୨୫ ଆର୍ଥିକ ଅନଗ୍ରସର ବାଳିକାଙ୍କୁ ଉଡିବାର ସୁଯୋଗ ଦେଇଛି ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩, ଭୁବନେଶ୍ୱର ଲେଡିଜ୍ ସର୍କଲ ୧୨

ଭୁବନେଶ୍ୱର : ଆର୍ଥିକ ଅନଗ୍ରସରଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ଦୁଇ ସଂସ୍ଥା ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩ ଏବଂ ଭୁବନେଶ୍ଵର ଲେଡିଜ୍ ସର୍କଲ ୧୨ ପକ୍ଷରୁ ‘ଫ୍ଲାଇଟ୍ ଅଫ୍ ଫାଣ୍ଟାସି’ ନାମକ ଏକ ଅଭିଯାନ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ୨୫ ଜଣ ଆର୍ଥିକ ଅନଗ୍ରସର ବାଳିକାଙ୍କୁ ବିମାନ ଯୋଗେ ଭୁବନେଶ୍ବରରୁ କୋଲକାତା ବୁଲାଇ ନିଆଯାଇଥିଲା । ‘ଫ୍ଲାଇଟ୍ ଅଫ୍ ଫାଣ୍ଟାନ୍ସି’ ଏହି ବାଳିକାମାନଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା […]