ଟ୍ୱିନ୍ ସିଟିରେ “ଫିଟନେସ ଗ୍ୟାରେଜ’ର ଶୁଭ ଉଦଘାଟନ…
ଭୁବନେଶ୍ୱର, ୧୧/୧୨ (ଅଭିଜିତ୍ ସିଂ) : ଟ୍ୱିନ୍ ସିଟିର ମଧ୍ୟ ଭାଗ ପାହାଳ ଠାରେ ବାହୁବଳୀ ସେବାୟତ ଅନିଲ ଗୋଛିକରଙ୍କ ଦ୍ୱାରା “ଫିଟନେସ ଗ୍ୟାରେଜ” ଜିମ୍ ଉଦଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ ବାର୍ତା ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରିଷି ଏହି ଜିମ୍ର ପରିକଳ୍ପନା କରିଛନ୍ତି । ଏହା ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟ ବହୁଳ ଜିମ୍ । ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷିଙ୍କର ଏହି ସ୍ୱପ୍ନ […]