ଅଲ୍ ଟାଇମ୍ ଫିଟନେସ୍ ଜିମ୍ ପକ୍ଷରୁ ଷ୍ଟୁଡିଓ ଲଞ୍ଚ୍…
ଭୁବନେଶ୍ୱର, ୩/୦୬ : ଭୁବନେଶ୍ୱରସ୍ଥିତ ପଟିଆ-ଇନଫୋସିସ୍ ରୋଡରେ ଥିବା ଅଲ୍ ଟାଇମ୍ ଫିଟନେସ୍ (ଏଟିଏଫ୍) ଜିମ୍ ପକ୍ଷରୁ ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫର ଫାଉଣ୍ଡର୍ ବିଜନ ବାରିକ ଓ ସୋନି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଅଲ୍ ଟାଇମ୍ ଫିଟନେସ୍ର ୪ଟି ସେଣ୍ଟର ରହିଛି । ଲଞ୍ଚ ହୋଇଥିବା ଏହି ଷ୍ଟୁଡିଓରେ ଜୁମ୍ବା, ନାଚ, […]