ଓଡିଶା

ବେଗୁନିଆପଡାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ…

ବେଗୁନିଆପଡା, ୨୦/୦୬ : ବେଗୁନିଆପଡା ଏବିଡିଓ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ବିଭିନ୍ନ ବିପତ୍ତି ଆସୁଛି । ଏହି ସମୟରେ ଗୋଷ୍ଠୀଗୁଡିକୁ ସାମିଲ କରି ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କଲେ ବିପତ୍ତିରୁ ମୁକାବିଲା କରିବା ସମ୍ଭବ ହେବ । ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ସଚେତନତା ହିଁ ମୁଖ୍ୟ […]

ଓଡିଶା

CISF ୟୁନିଟ ପକ୍ଷରୁ ୫୪ ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପସ୍ଥିତ ଆଇଓସିଏଲ୍ CISF ୟୁନିଟ ପକ୍ଷରୁ ୫୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । CISF ପ୍ୟାରେଡ଼ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ସି.ଆଇ.ଏସ୍.ଏଫ୍ ବରିଷ୍ଠ ଅଧିକାରୀ, ଆଇଓସିଏଲ୍ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରତିଷ୍ଠା ଦିବସ ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ପାରାଦ୍ୱୀପରେ ଥିବା ବିଭିନ୍ନ କମ୍ପାନୀରେ CISF ର ଯବାନମାନଙ୍କ ଉନ୍ନତ ଧରଣର କାର୍ଯ୍ୟକୁ ଉପସ୍ଥିତ […]