ଓଡିଶା

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ…

କଟକର ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଛି । ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଉଦ୍ଧାର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଅଗ୍ନିଶମ ବାହିନୀ । କଟକ ପୁରୀଘାଟ ନିକଟ ରାଧାରମଣ ନର୍ସିଂହୋମରେ ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ରହିଛି ଆଇସିୟୁ । ୧୦ରୁ ଅଧିକ ଗୁରୁତର ରୋଗୀ  ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏହାଛଡ଼ା ସାଧାରଣ ବେଡ୍‌ରେ […]