ନିଆଁ ଲାଗି ନଷ୍ଟ ହୋଇଗଲା ୩୦ ଏକରରୁ ଉର୍ଦ୍ଧ୍ବ ଗଛ
ବେଗୁନିଆପଡା (ବାପୁନି କୁମାର ମାଲୁ): ନିଆଁ ଲାଗି ଜଳିଗଲା କାଜୁ ଓ ଶାଗୁଆନ୍ ବଗାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ଡାଳବଣିଆ ନିକଟରେ ନିଆଁ ଲାଗି ପ୍ରାୟ ୩୦ ଏକରରୁ ଉର୍ଦ୍ଧ୍ବ କାଜୁ ଓ ଶାଗୁଆନ ବଗାନ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର କାରଣ ଜଣାପଡ଼ି ନଥିବାବେଳେ ଅତ୍ୟଧିକ […]