ଓଡିଶା

ରିସ୍ତା କମ୍ପାନୀକୁ ବଦନାମ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ରିସ୍ତା ଡେଭେଲପମେଣ୍ଟ ଫାଇନାନ୍ସ ଚାକିରୀ ନାମରେ ଯୁବତୀମାନଙ୍କଠାରୁ ଅର୍ଥ ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ସଦର ମହକୁମା ସ୍ଥିତ ଦୁର୍ଗା ବଜାରରେ ଥିବା ରିସ୍ତା ଡେଭେଲପମେଣ୍ଟ ଫାଇନାନ୍ସ ପକ୍ଷରୁ ଅଫିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରିସ୍ତାର ଏରିଆ ଜୋନାଲ ମ୍ୟାନେଜର ଆଶିଷ ପୃଷ୍ଟି ଓ ସିନିୟର ଡେଭେଲପମେଣ୍ଟ […]