ପରପାରିରେ କେଜିଏଫ୍ ଚାପ୍ଟର-୨ର ଅଭିନେତା ମୋହନ ଜୁନେଜା
କେଜିଏଫ୍ ଚାପ୍ଟର-୨ରେ ଅଭିନୟ କରିଥିବା ଅଭିନେତା ମୋହନ ଜୁନେଜାଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବେଙ୍ଗାଳୁରୁ ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପୂରା ଟଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି । ମୋହନ ଜୁନେଜାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା । ସେ ନିଜ ଜବରଦସ୍ତ କମେଡିରେ ଦର୍ଶକଙ୍କୁ ହସାଉଥିଲେ । […]