ବାବା ଚନ୍ଦନେଶ୍ୱରଙ୍କ ଉପରେ ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’
ବାବା ଚନ୍ଦନେଶ୍ୱରଙ୍କ ପୌରାଣିକ କଥାବସ୍ତୁ, ପରମ୍ପରା ଏବଂ ଐତିହ୍ୟକୁ ନେଇ ନିର୍ମାଣ ହେବାକୁ ଯାଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଆଜି ଉତ୍କଳ ଦିବସ ଅବସରରେ ଏହାର ଶୁଭ ମହୁରତ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ସୁଯୋଗ୍ୟ ସନ୍ତାନ, ଏଣ୍ଟରଟେନମେଣ୍ଟ ଦୁନିଆର ଟେକନିକାଲ ଗୁରୁ ଲଳିତେନ୍ଦୁ ଦାସଙ୍କ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଛି ଏହି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଚଳଚ୍ଚିତ୍ର ନିର୍ମାଣର ପୃଷ୍ଠପୋଷକତାରେ ଗୁରୁତ୍ୱପୂର୍ଣ୍ଣ […]