ମହିଳାଙ୍କ ସଶକ୍ତିକରଣ ଦିଗରେ ପୁରୁଷଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର : ମହିଳାମାନଙ୍କ ସଶକ୍ତିକରଣ କରିବା ଦିଗରେ ସମାଜରେ ପୁରୁଷଙ୍କ ଅବଦାନକୁ ଚିହ୍ନିବା ଏବଂ ମୂଲ୍ୟ ଦେବା । ଏହି ଉଦ୍ଦେଶ୍ୟ ନେଇ ପରିଚୟ ଫାଉଣ୍ଡେସନ୍ SHRIE ପୁରସ୍କାରର ଅଷ୍ଟମ ସଂସ୍କରଣ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଜୁନ୍ ମାସରେ ପିତୃ ଦିବସ ଅବସରରେ ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥାଏ । ରାଜ୍ୟରେ ଏହା ହେଉଛି ଏକମାତ୍ର ପୁରସ୍କାର ବିତରଣ ଉତ୍ସବ ଯାହା ବିଭିନ୍ନ ବର୍ଗରେ ପୁରୁଷଙ୍କୁ ସମ୍ମାନିତ କରେ । ଚଳିତ ବର୍ଷ […]