ଓଡିଶା ମନୋରଞ୍ଜନ

ଭୁବନେଶ୍ୱର ରନ୍‌ୱେ ୱିକ୍‌, ଆକର୍ଷଣୀୟ ଡ଼ିଜାଇନର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍‌…

ଭୁବନେଶ୍ୱର, ୮/୪ : ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଦଶମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ନାମିଦାମୀ ବଛା ବଛା ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍ ସବୁ ପରିବେଷଣ କରିଥିଲେ । ଚଳିତ ବର୍ଷ ସୋ’ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା । ଏହି ଫ୍ୟାସନ୍ ସୋ’ରେ ସାକ୍ଷୀ ହ୍ୟାଣ୍ଡଲୁମର […]

ଓଡିଶା ବ୍ୟବସାୟ ମନୋରଞ୍ଜନ

ଭୁବନେଶ୍ୱର ରନୱେ ୱିକ୍‌ । ରାମ୍ପରେ ଚାଲିଲେ ମନ ମୋହିଲେ ମଡ଼େଲ୍‌ …

ଭୁବନେଶ୍ୱର : ଆଡ଼ିକସନ ଫ୍ୟାସନ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି ।  ଆଡ଼ିକସନ ଫ୍ୟାସନ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆଇ.ଏନ୍‌.ଡ଼ବ୍ଲୁ.ଇ.ସି.ର ଜାତୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ, ନବୀନ ଖଣ୍ଡୋଇ, ମୁଖ୍ୟ ଉପଦେଷ୍ଟା, ରନୱେ ୱିକ୍‌, ସୋମା ମହାନ୍ତି, ନିର୍ଦ୍ଦେଶକ, ଏସ୍‌.ଏନ୍‌.ଏମ୍‌. ଗ୍ରୁପ୍ ପ୍ରମୁଖ ଉପସ୍ଥିତ ଥିଲେ । ସୋ’ର ମୁଖ୍ୟ […]

ଓଡିଶା

ଫେସ୍ ଅଫ୍ ଇଣ୍ଡିଆ-2023 ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଥମଥର ପାଇଁ ରାଜସ୍ଥାନର ଅର୍ଗାନାଇଜରଙ୍କଦ୍ବାରା ଏକ ଫ୍ୟାଶନ୍ ସୋ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୁରୀ ଭାବରେ ମୌସୁମୀ ସାହୁ, ଆଦର୍ଶ ମାଝୀ, ମନିଷା ପ୍ରଧାନ ଏବଂ ସନ୍ତୋଷ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ବାଛିଥିଲେ । ଫେସ୍ ଅଫ୍ ଇଣ୍ଡିଆ-2023ରେ ସ୍ଥାନିତ ହେବା ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି ।

ଓଡିଶା ମନୋରଞ୍ଜନ

ଆଇଏନ୍ଆଇଏଫଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ’ “ନବ୍ୟତା ୨୦୨୩’ ଆୟୋଜିତ

ଭୁବନେଶ୍ୱର : ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ ପକ୍ଷରୁ ‘ନବ୍ୟତା ୨୦୨୩’ ଆୟୋଜିତ ହୋଇଯାଇଛି । ବଲିଉଡ୍ କଳାକାର ଅମନ ବର୍ମା, ଆଇଏନ୍ଆଇଏଫଡିର ଗ୍ଲୋବାଲ୍ ସିଇଓ ଅନିଲ ଖୋସ୍ଲା, ପ୍ରଫେସର-ଆର୍କିଟେକ୍ଟ ରାଜକୁନାୱାନ ନାୟକ ଏବଂ ଆଇଏନ୍ଆଇଏଫଡି ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝି ଏବଂ ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର […]