ଓଡିଶା ମନୋରଞ୍ଜନ

ଭୁବନେଶ୍ୱର ରନ୍‌ୱେ ୱିକ୍‌, ଆକର୍ଷଣୀୟ ଡ଼ିଜାଇନର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍‌…

ଭୁବନେଶ୍ୱର, ୮/୪ : ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଦଶମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ନାମିଦାମୀ ବଛା ବଛା ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍ ସବୁ ପରିବେଷଣ କରିଥିଲେ । ଚଳିତ ବର୍ଷ ସୋ’ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା । ଏହି ଫ୍ୟାସନ୍ ସୋ’ରେ ସାକ୍ଷୀ ହ୍ୟାଣ୍ଡଲୁମର […]

ଓଡିଶା ବ୍ୟବସାୟ

ଇଣ୍ଡଲୁମ୍, ଫ୍ୟାସନ ଦୁନିଆର ନୂଆ ସମ୍ଭାର ନେଇ ଆସିଛି ଭୁବନେଶ୍ବର…

ଭୁବନେଶ୍ବର : ଏଥନିକ ଫ୍ୟାସନ ଦୁନିଆର ଅଗ୍ରଣୀ ନାମ ଇଣ୍ଡଲୁମ୍ ଏହାର ସଦ୍ୟତମ ଷ୍ଟୋରର ଭବ୍ୟ ଉଦଘାଟନ କରିଛି । ଭୁବନେଶ୍ବରରେ ଅବସ୍ଥିତ ଏହି ନୂତନ ଷ୍ଟୋରରେ ପରିଧାନର ଏକ ଉତ୍କୃଷ୍ଟ ସଂଗ୍ରହ ପ୍ରଦର୍ଶିତ ହେବ । ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆର ଗ୍ରାହକମାନଙ୍କୁ ଆକର୍ଷିତ କରିବା ସହ ଇଣ୍ଡଲୁମ୍ କୋଲକାତା, ବନାରସ ଏବଂ ଭୁବନେଶ୍ବର ଭଳି ମନ୍ଦିର ନଗରୀ ସ୍ଥାନରେ ଫିଜିକାଲ ଷ୍ଟୋର ସ୍ଥାପନ କରି ଭାରତର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିଛି । ଆଧୁନିକ […]