ଦେଶ ବିଦେଶ

ଜମ୍ମୁ-କଶ୍ମୀରର ମଙ୍ଗୁଆଳ ପାଇଁ ଫିଟିଲା ବାଟ, ହଟିଲା ରାଷ୍ଟ୍ରପତି ଶାସନ…

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସରକାର ଶାସନ ଆରମ୍ଭ ହେବା ଲାଗି ବାଟ ଫିଟିଛି । ୨୦୧୭ ଜୁନରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା । ଏହା ପରେ ନୂତନ ସରକାର ଗଠନ ଲାଗି ଓମାର ଅବଦୁଲ୍ଲାଙ୍କ ପାଇଁ ବାଟ ଫିଟିଛି । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ […]

ଦେଶ ବିଦେଶ

ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ହେବେ ଓମାର ଅବଦୁଲ୍ଲା !

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି । ଉଭୟ ଦଳ ମିଳିତ ଭାବେ ୯୦ ବିଧାନସଭା ଆସନରୁ ପ୍ରାୟ ୪୯ ସିଟିରେ ଆଗୁଆ ରହିଛି । ଏଭଳି ସ୍ଥଳେ ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ମନ୍ତବ୍ୟ ଦେବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ଘୋଷଣା କରିଛନ୍ତି […]