ଓଡିଶା

ଚାଷୀଙ୍କ ସ୍ବାର୍ଥରେ କାମ କରିବାକୁ ଦାବି କଲା ଅଖିଳ ଭାରତ କୃଷକ ସଭା…

ବେଗୁନିଆପଡ଼ା : ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଲା ଅଖିଳ ଭାରତ କୃଷକ ସଭା । ଚାଷୀମାନଙ୍କୁ ସୁଲଭ ଦରରେ ବିହନ, କୀଟନାଶକ ଔଷଧ ପ୍ରଦାନ ସହ ଅଭାବୀ ଧାନ ବିକ୍ରି ବନ୍ଦ କରିବା, ନାଳ-ଡ୍ୟାମ-କେନାଲ ଓ ଉଠା ଜଳସେଚନ ପଏଣ୍ଟର ସ୍ଥିତି ଅନୁଧ୍ୟାନ କରି ଜଳ ଯୋଗାଣକୁ ସୁନିଶ୍ଚିତ କରାଇବା ସହ କେନାଲ ସଫା କରିବା, ଫସଲ ବୀମା ଯୋଜନା ପ୍ରଣୟନ କରିବା, ପ୍ରତ୍ୟେକ ରାଜସ୍ବ ଗ୍ରାମରେ […]

ଓଡିଶା

ଅପାରଗ ମୁଖ୍ୟମନ୍ତ୍ରୀଙ୍କ କୁଶାସନ ପାପରେ ଆମେ ଜନସାଧରଣ ଭାଗିଦାରୀ…

ଜଗତସିଂହପୁର : ନବ ନିର୍ମାଣ କୃଷକ ସଙ୍ଗଠନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଂଗଠନର ବରିଷ୍ଠ ଉପଦେଷ୍ଟା ବଂଶୀଧର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ସଂଗଠକମାନେ ଯୋଗ ଦେଇଥିଲେ । ନବୀନ ସରକାର ସମୟରେ କୁଶାସନ, ଦୁର୍ନୀତି, ଭ୍ରଷ୍ଟାଚାର, ଚାଷୀ ଓ […]

ଓଡିଶା

ଆଗକୁ ଚାଷୀଙ୍କ ମୁଦ୍ଦା; ଜିଲ୍ଲା ଛାଡ ଏସ୍ପି

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁର ଜିଲ୍ଲାରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗତ ୪ ଦିନ ତଳେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଚାନକ ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ ଓ ଘେରାଉକୁ ନେଇ ଜଗତସିଂହପୁର ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ୧୦ ଜଣଙ୍କୁ ଜେଲ ପଠାଇ ଦେଇଥିଲା । ତେବେ ପୋଲିସ ଦୀର୍ଘ ସମୟ ଧରି ଚାଷୀଙ୍କୁ ଅଟକ ରଖି ପଚରା ଉଚରା କରିବା […]