ଓଡିଶା ବ୍ୟବସାୟ

ବଜାରକୁ ଆସିଲା ଫାର୍ମ ବି ବ୍ରାଣ୍ଡର ମିକ୍ସ ଛତୁଆ…

ବ୍ୟୁରୋ ରିପୋର୍ଟ, ୨୯/୬ : ଅଗ୍ରଣୀ ଖାଦ୍ୟ ଶିଳ୍ପ କମ୍ପାନୀ ବିଶ୍ୱେସ୍ୱର ଫୁଡ୍ସ ପ୍ରା. ଲିମିଟେଡ୍ ପକ୍ଷରୁ ଫାର୍ମ ବି ବ୍ରାଣ୍ଡର ନୂତନ ପ୍ରଡକ୍ଟ ମିକ୍ସ ଛତୁଆ ଉନ୍ମୋଚିତ ହୋଇଯାଇଛି । ଉଦ୍ଘାଟନୀ ସମାହାରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ସହ ଆକାଉଣ୍ଟସ୍ ଏବଂ ମାର୍କେଟିଂର ବରିଷ୍ଠ ପ୍ରବନ୍ଧକ, ଶ୍ରୀକାନ୍ତ ମହାପାତ୍ର, ବରିଷ୍ଠ ପ୍ରବନ୍ଧକ ଉତ୍ପାଦ, ଶିଳ୍ପା ଦାସ ଏବଂ ଡାଇରେକ୍ଟ ରଙ୍କ ପିଏ ଆଦ୍ୟାଶା ପଟ୍ଟନାୟକ ଉପସ୍ଥିତ ରହି ନୂତନ ଉତ୍ପାଦ ସମ୍ଭନ୍ଧରେ ସବିଶେଷ ବିବରଣୀ […]