ଦେଶ ବିଦେଶ ମନୋରଞ୍ଜନ

ସମସ୍ତଙ୍କୁ ହସାଉଥିବା ମଣିଷ ଚିରନିଦ୍ରାରେ । ପରପାରିରେ ଫେମସ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ପରଲୋକରେ ଫେମସ୍ କମେଡିଆନ୍ ତଥା ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ରାଜୁ ଶ୍ରୀବାସ୍ତବ । ଦୀର୍ଘ ୪୨ ଦିନର ସଂଘର୍ଷ ପରେ ୫୮ ବର୍ଷ ବୟସରେ ଆଖି ବୁଜିଲେ ରାଜୁ । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । […]