ଓଡିଶା

୨୦୦ ଲିଟର ଚୋରା ମଦ ଜବତ, ୫ ଗିରଫ

କୋଦଳା (ବାପୁନି କୁମାର ମାଲୁ): କୋଦଳା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ଘଟଣା ସ୍ଥଳରୁ ଜବତ ହେଲା ୨୦୦ ଲିଟର ଚୋରା ମଦ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ କୋଦଳା ପୋଲିସ ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଘଟଣା ସ୍ଥଳରୁ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯିବା ସହ ୨୦୦ ଲିଟର ଚୋରା […]

ଓଡିଶା

ଅବକାରୀ ଇତିହାସରେ ପ୍ରଥମ, 60 କୁଇଣ୍ଟାଲ ଭାଙ୍ଗ ଜବତ

କଟକ ଜିଲ୍ଲା ଟାଙ୍ଗୀ ଡ୍ରିମସ କଲେଜ ଛକ ନିକଟରେ ଜିଲ୍ଲା ଅବକାରୀ ସ୍କ୍ୱାଡ଼ର ଚଢ଼ାଉ । ଚଢାଉରେ ଏକ ବଡ଼ କଣ୍ଟେନରରୁ ଜବତ ହେଲା 60 କୁଇଣ୍ଟାଲ ଭାଙ୍ଗ । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ ସିଂହ ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ନିର୍ଦେଶ ଓ ଅବକାରୀ  ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ପରିଚାଳନାରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ 60ଲକ୍ଷ ଟଙ୍କା ହେବ ବୋଲି ପୋଲିସ […]