ଓଡିଶା

ବେଗୁନିଆପଡ଼ାରେ ଚୋରା ମଦ କାରବାର ବୃଦ୍ଧି, ମଦମୃତ୍ୟୁ ଭୟ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି । ବିଶେଷ କରି ଯୁବ ଛାତ୍ରମାନେ ପ୍ରଭାବିତ ହେଉଥିବା ବେଳେ ଏଥିରେ ଆଖି ଦୃଶିଆ ରୋକ ଲଗାଇ ପାରୁନି ପୋଲିସ ଓ ଅବକାରୀ ବିଭାଗ । […]

ଓଡିଶା

୬୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ସାଲେପୁର : ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଛି ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ । ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗର ମିଳିତ ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଖଥିଲା ଅବକାରୀ ବିଭାଗ । ନେମାଳ ଥାନା ଗୋପିନାଥପୁର ଗାଁର ସୁଦାମ ଚରଣ ସିଂହ ତିନୋଟି […]