ରାମୋଜୀ ରାଓଙ୍କ ଦଶାହରେ ଶ୍ରଦ୍ଧାଞ୍ଜଳୀ: ମୁଣ୍ଡନ ହେଲେ ଏବଂ ବିନ୍ଦୁସାଗରରେ ତିଳତର୍ପଣ ଦାନକଲେ…
ଭୁବନେଶ୍ୱର, ୧୮/୦୬ : ଭାରତୀୟ ଗଣମାଧ୍ୟମର ପ୍ରଥିତଯଶା, ଅତି ପରିଚିତ ବ୍ୟକ୍ତିତ୍ୱ, ରାମୋଜୀ ଗ୍ରୁପର ଅଧ୍ୟକ୍ଷ, ଓଡିଆ ସାମ୍ବାଦିକ ଗଢିବାର କାରଖାନା, ଈଟିଭି ଓଡିଆ ସହ ଈଟିଭି ନେଟୱାର୍କର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ସ୍ୱର୍ଗତ ରାମୋଜୀ ରାଓଙ୍କ ଦଶାହ ଅବସରରେ ବିନ୍ଦୁସାଗରରେ ମୁଣ୍ଡନ ଓ ତିଳତର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁଦ୍ଧିକ୍ରିୟା ନୀତି ମୁତାବକ ପୂର୍ବାହ୍ନରେ ବିନ୍ଦୁସାଗର କୂଳରେ ମୁଣ୍ଡନ ଏବଂ ତିଳ ତର୍ପଣ ଆଦି କୂଳିନ ବ୍ରାହ୍ମଣଙ୍କ ଦ୍ୱାରା କର୍ମକର୍ମାଣୀ କରାଯାଇଥିଲା […]