ଓଡିଶା

ଓଡିଶାରେ ୧୦,୦୦୦ କୋଟି ଟଙ୍କାର ନିବେଶ କରିବ ଏପ୍ସିଲନ କାର୍ବନ

ଭୁବନେଶ୍ୱର, ୨୧/୧ (ଅଭିଜିତ୍ ସିଂ) : କାର୍ବନ ଶିଳ୍ପର ଏକ ପ୍ରମୁଖ ସଂସ୍ଥା ଏପ୍ସିଲନ କାର୍ବନ ପ୍ରାଇଭେଟ ଲିମିଟେଡ ଭାରତରେ କାର୍ବନ ଉତ୍ପାଦର ଭବିଷ୍ୟତର ନେତୃତ୍ୱ ନେଇ ଓଡିଶାରେ ଆସନ୍ତା ୧୦ ବର୍ଷରେ ୧୦,୦୦୦ କୋଟି ଟଙ୍କା ନିବେଶ କରିବା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଝାରସୁଗୁଡାରେ ଏକ ଇଂଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ (ଆଇସିସି) କାର୍ଯ୍ୟକାରୀ କରାଯିବ ।ଇଂଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ (ଆଇସିସି)ରେ ନିମ୍ନଲିଖିତ […]