ଓଡିଶା ବ୍ୟବସାୟ

କର୍ପୋରେଟ୍ ଜଗତର ୧୫ ଜଣ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ମିଳିଲା କାଞ୍ଚନ କର୍ପୋରେଟ୍ ଆୱାର୍ଡ

ଭୁବନେଶ୍ବର : ଓଡିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ କାଞ୍ଚନ କର୍ପୋରେଟ୍ ଆୱାର୍ଡ- 2023 ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ […]

ଓଡିଶା ବ୍ୟବସାୟ

ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଛି ଷ୍ଟାର୍ଟଅପ୍ ଓଡିଶା

ଭୁବନେଶ୍ୱର : ଷ୍ଟାର୍ଟଅପ୍ ଓଡିଶା ସହଯୋଗରେ ଷ୍ଟାର୍ଟଅପ୍ ଇଣ୍ଡିଆ ପକ୍ଷରୁ ଏକ ଦୁଇ ଦିନିଆ କର୍ମଶାଳା କେବଳ ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ପାଇଁ ଆୟୋଜିତ ହୋଇଯାଇଛି । ଏଥିରେ ମହିଳା ଉଦ୍ୟୋଗୀମାନଙ୍କୁ ଉପଯୁକ୍ତ ଶିକ୍ଷା, ନେଟୱାର୍କ ସହ ବିଭିନ୍ନ ପ୍ଲାଟଫର୍ମ ବିଷୟରେ ଜ୍ଞାନ ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟରେ ଦୃତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା । ଡିଜିଟାଲ ମାର୍କେଟିଂ ଏବଂ ଷ୍ଟାର୍ଟଅପ୍ ପାଇଁ ଆର୍ଥିକ ମଡେଲିଂର ଗୁରୁତ୍ୱ ଉପରେ ଧ୍ୟାନ […]

ଓଡିଶା

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା ଉଦଯାପିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତିରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପଦର୍ଶନୀ ମେଳା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ହଲରେ ଉଦଯାପିତ ହୋଇଯାଇଛି  । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅନ୍ୟତମ ଅତିଥି ଭାବେ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଶିଳ୍ପ ନିରୀକ୍ଷକ ମନୋଜ ମହାପାତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ର ସଂସ୍ଥାର ସାଧାରଣ ପରିଚାଳକ ସୁନା ରାମ […]