ପ୍ରଶଂସା ସାଉଁଟିବା ଲକ୍ଷ୍ୟରେ ସଉରା ସଙ୍ଗୀତ
ସଉରା ସମ୍ପ୍ରଦାୟର ଭାଷା, କଳା, ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହେଉଛି ଏକ ସୁନ୍ଦର ଗୀତ ଗର୍ଡ ଗର୍ଡା । ମହିମା ମ୍ୟୁଜିକଦ୍ବାରା ପ୍ରସ୍ତୁତ ଏହି ଗୀତର ଫାଷ୍ଟ ଲୁକ୍ ଲୋକର୍ପିତ ହୋଇଯାଇଛି । ଦର୍ଶକ ପୂର୍ବରୁ ସଉରା ସମ୍ପ୍ରଦାୟ ଉପରେ ପରିବେଷିତ ଏକ ସୁନ୍ଦର ଗୀତ ପିଣ୍ଡାନାମ୍ କୁ ବହୁଳ ମାତ୍ରାରେ ଭଲ ପାଇବା ଦେଇଥିଲେ । ତେବେ ଦର୍ଶକ ଏହି ଗୀତକୁ ମଧ୍ୟ ସମ ପରିମାଣରେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା […]