ଓଡିଶା

ପାରଳାଖେମୁଣ୍ଡିର ବିଶ୍ୱନାଥ କନଫରେନ୍ସ ହଲରେ ଇଞ୍ଜିନିୟର ଦିବସ ପାଳିତ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଶ୍ୱନାଥ କନଫରେନ୍ସ ହଲରେ ଇଞ୍ଜିନିୟର ଦିବସ ପାଳିତ ହୋଇ ଯାଇଛି । ଏହି ବୈଠକରେ ମମତା କୁମାରୀ ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡିପ୍ଲୋମା ଇଞ୍ଜିନିୟର ସଂଘର ସଭାପତି ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ନାଗେଶ୍ୱର ସେନାପତି ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]