ଓଡିଶା ବ୍ୟବସାୟ

ଏଲିଗାଣ୍ଟ ଇଣ୍ଟେରିଅର୍ସ ଶୋ’ ରୁମର ଶୁଭ ଉଦଘାଟନ…

ଭୁବନେଶ୍ବର : ସ୍ବପ୍ନର ଘରଟିଏ ତିଆରି କରିସାରିବା ପରେ ଆଜିକାଲିର ଚାକଚକ୍ୟ ଦୁନିଆରେ ସମସ୍ତେ ଘର ଭିତର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଘର ଭିତର ସୁସଜ୍ଜିତ କରିବା ପାଇଁ ଟ୍ୱିନ୍ ସିଟିର ମଧ୍ୟ ଭାଗ ନନ୍ଦନକାନନ ତ୍ରିଶୁଳିଆ ରାସ୍ତାରେ “ଏଲିଗାଣ୍ଟ ଇଣ୍ଟେରିଅର୍ସ” ନାମରେ ଏକ ବିଶାଳ ଶୋ’ ରୁମର ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଓଲିଉଡ଼ର ଆଗଧାଡିର ଚୁଲବୁଲି ନାୟିକା ସୁପ୍ରିୟା ନାୟକ ଯୋଗ ଦେଇ ଶୋ’ ରୁମର ଶୁଭ […]