ହାତୀ-ମଣିଷ ଲଢେଇରେ କ୍ଷତି କାହାର? ପ୍ରଶାସନର ନିଦ ଭାଙ୍ଗିବ କେବେ ?
ପଦାରେ ପଡିଲା ଢେଙ୍କାନାଳ ଜିଲ୍ଲା ବନବିଭାଗ ଅପାରଗତା । ହିନ୍ଦୋଳ ବନବିଭାଗର ଚରମ ଅବହେଳା ଓ ବିଫଳତା ପାଇଁ ମଣିଷ ଓ ହାତୀ ମରିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଅସରଡା ପଂଚାୟତର ଅସରଡା ଗ୍ରାମ ନିକଟବର୍ତ୍ତୀ ଏକ ଖେଳ ପଡ଼ିଆରେ ଗତ ବୁଧବାର ଦିନ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗ୍ରାମର ନିକଟବର୍ତ୍ତୀ ପଡିଆରେ ବଡିଭୋର ସମୟରେ ଏକ […]