ଦେଶ ବିଦେଶ

ଦୀର୍ଘ ୧୦ ବର୍ଷ ପରେ ଭୋଟ ଦେବେ ଜାମ୍ମୁ-କାଶ୍ମୀରବାସୀ ସେପଟେ ହରିୟାଣାର ବିଧାନସଭା ପାଇଁ ହେବ ମତଦାନ…

ଜାମ୍ମୁକାଶ୍ମୀର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ତେବେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଜାମ୍ମୁକାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା ହେବ । ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର […]

ଓଡିଶା

ଶୃଙ୍ଖଳିତ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଅନୁରୋଧ

ହିନ୍ଦୋଳ : ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଅନୁଷ୍ଠିତ ହେବ ହିନ୍ଦୋଳ ଏନ୍ଏସି ନିର୍ବାଚନ । ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ୱାର୍ଡରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥି/ପ୍ରାର୍ଥିନୀଙ୍କ ସହିତ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସଦସ୍ୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି […]

ଓଡିଶା

ବାଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ବିଗୁଲ୍ । ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ।

ଢେଙ୍କାନାଳ (ସୁଜିତ କୁମାର ବେହେରା) : ବାଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ବିଗୁଲ୍ । ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ଓ ୫ରେ ହେବ ଫଳାଫଳ ଘୋଷଣା । ରାଜ୍ୟ ନିର୍ବାଚନ କମିଶନ, ପତ୍ର ସଂଖ୍ୟା ୬୮୭ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିରେ ସାଧାରଣ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିନ୍ଦୋଳ ଏନ୍ଏସିରେ ନିର୍ବାଚନୀ ଉଷ୍ମତା ପ୍ରକାଶ […]

ଓଡିଶା ଟ୍ରେଣ୍ଟିଂ

ଭୋଟ୍…ଭୋଟ୍…ଭୋଟ୍… । ରାତିପାହିଲେ ଧାମନଗର ପାଇଁ ନେତା ବାଛିବେ ଜନତା ।

ରାତି ପାହିଲେ ଧାମନଗର ଆସନ ପାଇଁ ନେତା ବାଛିବେ ଜନତା । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ଆସନ୍ତା କାଲି ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ […]

ଓଡିଶା

ରାଜ୍ୟରେ ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ

ପଞ୍ଚାୟତ ନିର୍ବାଚନ ପାଇଁ ଚଳିତଥର ୨ ଲକ୍ଷ ୨୯ ହଜାର ୦୬୨ ଜଣ ପ୍ରାର୍ଥିପତ୍ର ଦାଖଲ କରଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ମାତ୍ର ୮ହଜାର ୬୪୮ ଜଣଙ୍କ ନାମାଙ୍କନ ପତ୍ର କଟିଯାଇଛି । ନାକଚ ହୋଇଥିବା ୮,୬୪୮ ପ୍ରାର୍ଥୀପତ୍ର ମଧ୍ୟରୁ ୧,୭୫୩ ସରପଞ୍ଚ, ୧,୧୧୯ ସମିତି ସଦସ୍ୟ ଏବଂ ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥିପତ୍ର ରହିଛି । ଏହା ସହିତ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର […]

ଓଡିଶା

ନିର୍ବାଚନ ଡ୍ୟୁଟିରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଏଭଳି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳ ରାଜ୍ୟ ନିର୍ବାଚନ କମିଶନ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ […]

ଓଡିଶା ଟ୍ରେଣ୍ଟିଂ

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ, ଜାଣନ୍ତୁ କେବେ ହେବ ମତଦାନ ଏବଂ କେବେ ପ୍ରକାଶିତ ହେବ ଫଳାଫଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନର ବ୍ୟବଧାନ ରହିବ । ଏ ନେଇ ତାରିଖ ଘୋଷିତ ହୋଇଛି । ଫେବୃୟାରୀ ୧୬, ୧୮, ୨୦ ,୨୨ ଓ ୨୪ରେ ହେବ ନିର୍ବାଚନ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏହାପରେ […]