ଆଗକୁ ଇଦ୍ । ରାଜ୍ୟରେ ବଢୁଛି ଚୋରା ଗୋ ଚାଲାଣ…
ହିନ୍ଦୋଳ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ଗୋ ଚାଲାଣ । ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ନୃଶଂସ ଗୋରୁ ମାଫିଆଙ୍କୁ କୌଣସି ଫରକ ପଡୁନାହିଁ । କିଛି ଦିନ ତଳେ ହିନ୍ଦୋଳ ଦେଇ ଚୋରା ଗୋରୁ ଚାଲାଣବେଳେ ନରସିଂହପୁର ଘାଟିରେ ଗାଡି ଓଲଟି ବହୁ ସଂଖ୍ୟାରେ ଗୋରୁ ମୃତାହତ ଭଳି ଦୁଃଖଦ ଘଟଣା ମନରୁ ଏଯାବତ୍ ଲିଭିନାହିଁ । ଏଭଳି ସ୍ଥଳେ ଆଜି ଅନୁଗୁଳ ଅଞ୍ଚଳରୁ ହିନ୍ଦୋଳ […]