ଶିକ୍ଷା ବିଭାଗର ଉଦାସୀନ ମନୋଭାବ ଏବଂ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ସଂସ୍କୃତ ଶିକ୍ଷା ପ୍ରତି ବଡ ଅବହେଲା…
ବେଗୁନିଆପଡା : ନାହିଁ ନାହିଁରେ ଚାଲିଛି ବେଗୁନିଆପଡା ବ୍ଲକ ସଂସ୍କୃତ ଶିକ୍ଷା । ମେଦିନୀପୁର ଏବଂ ତାଳସରରେ ବିପର୍ଯ୍ୟସ୍ତ ଅବସ୍ଥାରେ ସଂସ୍କୃତ ଶିକ୍ଷା । ଏପଟେ ଖଣ୍ଡିଆନଈରେ ଝୁଲୁଛି ତାଲା । ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଂସ୍କୃତ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ଦେଖିବାକୁ ମିଳିଛି । ସଂସ୍କୃତ ଶିକ୍ଷା ପାଇଁ ଅନୁଦାନ ଅଭାବ ସାଙ୍ଗକୁ ଏହାକୁ ଅଣଦେଖା ଯୋଗୁଁ ବେଗୁନିଆପଡା ବ୍ଲକର […]