ଓଡିଶା

ଏଣିକି ପିଲାଙ୍କ ପାଠ ଭରଣା କରିବା ପାଇଁ ନୂଆ ପାଠ୍ୟକ୍ରମ ! ପୁରୁଣା ଦୁଇ ବର୍ଷର ପାଠ୍ୟକ୍ରମ ସହ ନୂଆ ପାଠ୍ୟକ୍ରମ ପଢିବେ ଛାତ୍ରଛାତ୍ରୀ

ଏଣିକି ପିଲା ଖରାଛୁଟିରେ ପଢିବେ ପୁରୁଣା ପାଠ୍ୟକ୍ରମ । କରୋନା କାରଣଙ୍କୁ ପିଲାଙ୍କ ପାଠପଢା ବ୍ୟାହାତ ହୋଇଛି । ଏଣୁ ପିଲାଙ୍କ ପାଠ ଭରଣା କରିବା ଲାଗି ଲାଗୁ ହେବ ବ୍ରିଜ୍ କୋର୍ସ । ଏଭଇଘି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି । ହେଲେ ଏ ନେଇ ବିଭାଗ କୌଣସି […]

ଓଡିଶା

ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ, ହୋଇପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୁମ୍ବାଇରେ ସ୍କୁଲ ଖୋଲିବା ପରେ ଓଡ଼ିଶାରେ ସ୍କୁଲ ଖୋଲିବା ପାଇଁ ଦାବି ହୋଇଛି । ଏଣେ ରାଜ୍ୟରେ ଲଗାତର ସଂକ୍ରମଣ ହ୍ରାସ ପାଉଥିବାରୁ ଅଭିଭାବକ ଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ପାଇଁ ଦାବି କରିଛନ୍ତି । ଏବେ ଅନଲାଇନରେ ପାଠପଢ଼ା ଚାଲିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରିବ ବୋଲି ଆଶା […]