ଓଡିଶା

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି “ଏଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ”

ଭୁବନେଶ୍ବର, ୧୮/୧୧ (ଅଭିଜିତ୍ ସିଂ) : ଯୁବପିଢୀଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ସମାଜ ପାଇଁ ନିତାନ୍ତ ଆବଶ୍ୟକ । ଖେଳ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପରେ ଯୁବବର୍ଗଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କର ଦ୍ଵାରା ପ୍ରଯୋଜିତ କାର୍ଯ୍ୟକ୍ରମ “ଏଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ” ( IYDP) ସ୍ଥାନୀୟ ବି. ଜେ. ବି. ସ୍ଵୟଂଶାସିତ ମହାବିଦ୍ୟାଳୟରେ ମହା ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି । ଆଗମୀ ଦେଢ଼ ମାସବ୍ୟାପ୍ତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କର ଆଞ୍ଚଳିକ ଶିକ୍ଷା […]