ଓଡିଶା ବ୍ୟବସାୟ ଯ଼ୋଗାଯ଼ୋଗ

ଓଡିଶା ବଜାରରେ ପ୍ରବେଶ କରିଛି ଡାଲମିଆ ଇଭି

ଭୁବନେଶ୍ୱର : ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲମିଆ ଗ୍ରୁପ୍ ଅଫ୍ କମ୍ପାନୀର ଇଲେକଟ୍ରିକ ଯାନ ଶାଖା ଡାଲମିଆ ଇଲେକଟ୍ରିକ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍, ଇ-ସ୍କୁଟର ଓ ଇ-ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକଟ୍ରିକ ଯାନ ବଜାରରେ ପ୍ରବେଶ କରିଛି । ଡାଲମିଆ ଇଭି ପକ୍ଷରୁ ସାଇବର୍ଗ ବ୍ରାଣ୍ଡ ରେଞ୍ଜ ଅଧିନରେ ଗୋଟିଏ ଇ-ବାଇକ ବିମର, ୫ଟି ଇ-ସ୍କୁଟର, ହାଇ-ସ୍ପିଡ୍ ସ୍କାଏହକ୍, ଇ-ସ୍କାଉଟ୍, ମ୍ୟାକଫ୍ଲାଏ, ଇୱନ୍ ଓ ମ୍ୟାକଏୟାର ଏବଂ […]