ବଜାରକୁ ଆସିଲା ଜେଲିଓର ସ୍ପିଡି ଇ-ବାଇକ ମିଷ୍ଟ୍ରି…
୭୮ ତମ ସ୍ୱାଧିନତା ଦିବସ ଉପଲକ୍ଷେ ଭାରତର ଅଗ୍ରଣୀ ଇ-ବାଇକ ନିର୍ମାତା କମ୍ପାନୀ ଜେଲିଓ ତାର ନୂତନ ମଡେଲ ହାଇସ୍ପିଡି ତଥା ଅଧିକ ମାଇଲେଜ ବିଶିଷ୍ଟ ଇ-ବାଇକ ମିଷ୍ଟ୍ରି ବଜାର ପ୍ରବେଶ କରାଇଛି । ଚନ୍ଦ୍ରଶେଖରପୁରର ନାଲକୋ ଛକ ନିକଟରେ ଥିବା ଏକ ତାରକା ହୋଟେଲରେ ଏହାର ଉଦଘାଟନ ଉତ୍ସବ ଏବଂ ଡିଲର ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜେଲିଓ କମ୍ପାନୀର ମୁଖ୍ୟ କୁନାଲ ଆର୍ଯ୍ୟ, ମାର୍କେଟିଙ୍ଗ ମୁଖ୍ୟ ଜିତେନ୍ଦ୍ର […]