ଯାତ୍ରା ପାଇଁ ଅଧାବାଟରେ ଅଟକିଗଲା ଦମକଳ ଗାଡ଼ି
ବାଲିଆପାଳ : ଯାତ୍ରା ପାଇଁ ଅଧାବାଟରେ ଅଟକିଗଲା ଦମକଳ ଗାଡ଼ି । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗାଡି ଅଟକିବା ପରେ ଦମକଳ ଗାଡିକୁ ମିଳିଥିଲା ରାସ୍ତା । ଫଳରେ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଦମକଳ ଗାଡି । ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରରେ ଥିବା ସିମୁଳିଆ ରାବଣ ପୋଡି ପଡିଆର । ଦଶହରା ପାଇଁ ଚାରିଆଡେ ଚାଲିଛି ଅପେରା ମଉଜ । ଆଉ ଅପେରା ଦେଖିବା ପାଇଁ […]