ଓଡିଶା କଳା ସଂସ୍କୃତି

ଦୁରୁଆ ସମ୍ପ୍ରଦାୟକୁ କେବେ ମିଳିବ ଆଦିବାସୀ ମାନ୍ୟତା

ପାହାଡ଼ ଜଙ୍ଗଲ ଝରଣା ନଦୀରେ ପରିବେଷ୍ଟିତ ଏକ ମନୋରମ ଓ ସୁନ୍ଦର ଜିଲ୍ଲା ହେଉଛି କୋରାପୁଟ ଜିଲ୍ଲା । ଯେଉଁଠି ବସବାସ କରନ୍ତି ବିଭିନ୍ନ ସମ୍ପ୍ରଦାୟର ଆଦିମ ଜନଜାତି । ଏଣୁ ଏହାକୁ ଏକ ଆଦିବାସୀ ବହୁଳ ଅଂଚଳ ବୋଲି ମାନ୍ୟତା ଦିଆଯାଇଛି । ନୀତି ଆୟୋଗଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାରେ ଗରିବୀ ହାର ହେଉଛି ୫୧.୧୪% । ତନ୍ମଧ୍ୟରେ ଦୁରୁଆ ସମ୍ପ୍ରଦାୟ ମଧ୍ୟ ରହିଛି କ୍ଷ କୋଟପାଡ଼ ବ୍ଲକ, କୁନ୍ଦ୍ରା ଏବଂ ବୈପାରୀଗୁଡା […]